ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍ପେଣ୍ଡ କଲା ବିଜେଡି
ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା…
ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…
ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା ମନେ ପକାଇଛନ୍ତି । ଅନ୍ୟପକ୍ଷେ ଅରୁଣ କହିଛନ୍ତି, ‘ମୋର ନୂଆ ଠିକଣା ବିଧାନସଭାକୁ ରାଜରାସ୍ତା’…
ସକାଳୁ ସକାଳୁ ରାସ୍ତା ମଝିରେ ନେତାଙ୍କୁ ହତ୍ୟା
ଚେନ୍ନାଇ, ୧୬।୦୭: ତାମିଲ୍ନାଡ଼ୁ ବିଏସ୍ପିର ମୁଖ୍ୟଙ୍କୁ ହତ୍ୟା ପରେ ଏବେ ଆଉ ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ମଦୁରାଇର ନାମ ତାମିଲର ପାର୍ଟିର ଜିଲ୍ଲା ଉପ-ସଚିବ ବାଲା ସୁବ୍ରମଣିୟମ୍ଙ୍କୁ ମଙ୍ଗଳବାର ସକାଳୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ…
‘ସାଧାରଣଜନତା ଖଡ୍ଗେ-ଫଡ୍ଗେଙ୍କୁ ଜାଣନ୍ତି ନାହିଁ, ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ’
ନୂଆଦିଲ୍ଲୀ,୨୨।୧୨: ଗୋଟିଏ ପଟେ ‘ଇଣ୍ଡିଆ’ ମହାମେଣ୍ଟ ନାମରେ ବିରୋଧୀ ଏକଜୁଟ ହେବାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଦଳଗୁଡ଼ିକ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବେ ସେ…
ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ମୁଣ୍ଡରେ ହାତ ରଖିଲେ ବସୁନ୍ଧରା: ନିଜସ୍ବ ଇଚ୍ଛା ନା ହାଇକମାଣ୍ଡଙ୍କ ଆଦେଶ ସେ ନେଇ…
ଜୟପୁର,୧୭।୧୨: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ନବନିର୍ବାଚିତ ସିଏମ୍ ଭଜନଲାଲ୍ ଶର୍ମାଙ୍କ ମୁଣ୍ଡରେ ନିଜ ହାତ ରଖିଥିଲେ। ଏହାକୁ ନେଇ ରାଜନୈତିକମହଲରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୧ ଘଣ୍ଟା ଯାଏ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ।…
୨୦୨୪ ନିର୍ବାଚନ ପୂର୍ବରୁ ହ୍ରାସ ପାଉଛି କି କଂଗ୍ରେସର ମନୋବଳ? ଚିଦାମ୍ବରମଙ୍କ ବୟାନରୁ ସ୍ପଷ୍ଟ ହେଲା ‘ଡର’
ନୂଆଦିଲ୍ଲୀ,୧୭।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତାମାନଙ୍କର ଚିନ୍ତା ବଢ଼ୁଥିବା ନଜର ଆସୁଛି। ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ସରକାର ଗଢ଼ିଛି। ସେହିଭଳି ମଧ୍ୟପ୍ରଦେଶ ଏବଂ ମିଜୋରାମରେ…
ଶିବରାଜଙ୍କ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ ପଦ ଲାଗି ମୁଁ ଦାବିଦାର ନା ଥିଲି, ନା ଅଛି…
ଭୋପାଳ,୫।୧୨: ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପତାକା ଉଡ଼ାଇଛି ଭାଜପା। ଏବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମାନସମନ୍ଥନ ଚାଲିଛି। ଏଭଳି ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ବଡ଼ ବୟାନ…
ନିର୍ଦ୍ଦେଶ ପରେ ଉପବାଚସ୍ପତି ପଦରୁ ବୁଧବାର ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ
ଭୁବନେଶ୍ୱର,୭ା୧୧(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ। ସେ ବୁଧବାର ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ…
Archives


