ବଧୂହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ, ସମୟ ମାଗିଲେ ଆଇଆଇସି କେସିଙ୍ଗା,୨୪ା୯(ତୁମେଶ୍ୱର ସାହୁ): ସ୍ବର୍ଗତା କ୍ଷୀରବତୀ ସାହୁଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦ ଙ୍କୁ ଗିରଫ ଦାବିରେ ମୃତ ପରିବାରବର୍ଗଙ୍କ ସମେତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡି ପକ୍ଷରୁ ଥାନା ସମ୍ମୁଖରେ ବୁଧବାର ପ୍ରତିବାଦ ଦେଇ ଗଣଧାରଣା ଦେଇଥିଲେ। ପୂର୍ବାହ୍ନ…