୧୨୫ ପୋଲିସ ହୋମଗାର୍ଡ ପଦବୀ: ଆବେଦନ କରିଥିଲେ ୭୨୮୧ ପିଲା, ପରୀକ୍ଷା ଦେଲେ ୫୬୯୦ ପରୀକ୍ଷାର୍ଥୀ କୋରାପୁଟ,୨୧ା୯(ଅମିତାଭ ବେହେରା): ରବିବାର କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ପୋଲିସ ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଚାଲିଛି। ସୂଚନା ଥାଉକି, ମୋଟ୍ ୧୨୫ଟି ପଦବୀ ପାଇଁ ଏହି ପରୀକ୍ଷା ହୋଇଥିବାବେଳେ ଏଥିପାଇଁ ମୋଟ୍ ୭ ହଜାର ୨୮୧...