ପୋଲିସର ଏନ୍କାଉଣ୍ଟର: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ନେତା ନିହତ ବଣାଇ,୧୫ା୯(ପ୍ରଦୀପ ତ୍ରିପାଠୀ): ଝାଡ଼ଖଣ୍ଡରେ ପୁଣି ଥରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ ବିବେଚିତ…