କଟକ ଦଶହରା ଗଣ୍ଡଗୋଳ: ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ କଟକ,୯ା୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ...