ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ପରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ: “କେବେ ବି…”: ନୂଆଦିଲ୍ଲୀ,୭ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ଯୁଦ୍ଧକୁ ତୀବ୍ର କରିଥିବାର ଦିନକ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି ଯେ ଭାରତ କେବେ ବି ତା’ର ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ…