ଆଜି ୧ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ ବିଭାଗ ତଥା ସଂଗଠନରେ ନିଯୁକ୍ତ ଏକ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଇଣ୍ଟିଗ୍ରେଟେଡ କମ୍ପ୍ଲେକ୍ସରେ ‘କର୍ମଯୋଗୀ ଭବନ’ର ପ୍ରଥମ…
ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି: ୪୭ ସ୍ଥାନରେ ଏକକାଳୀନ ରୋଜଗାର ମେଳାର ହେବ ଆୟୋଜନ
ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ଯାଉଛନ୍ତି। ସମସ୍ତଙ୍କୁ ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୨ରେ ନିଯୁକ୍ତି ମେଳା ଅଧୀନରେ ଆୟୋଜିତ…
ମୋଦି ହେଉଛନ୍ତି ସବୁଠୁ ବଡ଼ ଶଙ୍କରାଚାର୍ଯ୍ୟ: ସଞ୍ଜୟ ରାଉତ
ମୁମ୍ବାଇ,୧୨।୧: ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ହିଂସାର ଶିକାର ହୋଇଥିବା ସେହି ଲୋକମାନେ (ଉଦ୍ଧବ ଠାକୁର ଗୋଷ୍ଠୀର ଶିବ ସୈନିକ)…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଲେ ରାହୁଲ ଗାନ୍ଧୀ, କହିଲେ -”ଆମ ଖେଳାଳି ବିଶ୍ୱକପ ଜିତି ଯାଇଥାନ୍ତେ କିନ୍ତୁ …”
ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଛନ୍ତି। ସେ କହିଛନ୍ତି ଭାରତ ବିଶ୍ୱକପ ଜିତି ଯାଇଥାନ୍ତା, କିନ୍ତୁ ‘ପନୋତି’ ହରାଇ ଦେଲା। ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ…
ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ…
ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପ୍ ୨୦୨୩ରେ ଫାଇନାଲ୍ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ସେମିଫାଇନାଲରେ ନ୍ୟୁଜିଲାଣ୍ଡରେ ୭୦ ରନ୍ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍ ହାସଲ କରିଛି। ନଭେମ୍ବର ୧୯ରେ ବିଶ୍ୱକପ୍ ଫାଇନାଲ ଅହମଦାବାଦ୍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି…
୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୧୦: ଶନିବାର ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦg କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା ଏହି…
Archives


