Tag Archives: pm modi

“ଗତିଶୀଳ” ଭାରତ-ବ୍ରିଟେନ ବନ୍ଧୁତା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ କାରରେ ଯାତ୍ରା କଲେ କେୟାର ଷ୍ଟାର୍ମର

ମୁମ୍ବାଇ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ “ଗତିଶୀଳ ଓ ଉତ୍ସାହପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ଦୁଇ ଦିନିଆ ଭାରତ ଗସ୍ତ ସମୟରେ ମୋଦି ତାଙ୍କ ସହ ଏକ କାର ଯାତ୍ରାର…

ଗାଜା ଶାନ୍ତି ଯୋଜନା ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ନୂଆଦିଲ୍ଲୀ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗାଜା ଶାନ୍ତି ଯୋଜନାର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି, ଯାହା ହଜାର ହଜାର ଲୋକଙ୍କ ଜୀବନ ହରାଇଥିବା ଯୁଦ୍ଧକୁ ଶେଷ କରିବାରେ ଏକ ବଡ଼ ପଦକ୍ଷେପ। ଏକ୍ସରେ ଏକ…

ଇସ୍ରାଏଲ-ହମାସ ଶାନ୍ତି ଯୋଜନାରେ ସହମତ, ଟ୍ରମ୍ପଙ୍କ ଘୋଷଣା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୯।୧୦: ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ସହମତ ହୋଇଛନ୍ତି। ଏହା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ ଟୁଇଟରରେ…

‘ଅମିତ ଶାହଙ୍କୁ ଅଧିକ ଭରସା କରନ୍ତୁ ନାହିଁ,’ ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ

କୋଲକାତା,୮।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ଆକ୍ରମଣ କରି ଅଭିଯୋଗ କରିଛନ୍ତି ଯେ ସେ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭଳି କାର୍ଯ୍ୟ କରୁଛନ୍ତି। ଉତ୍ତର ବଙ୍ଗର ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ…

ଆମେରିକା ସହ ଟେନ୍‌ସନ୍‌ ମଧ୍ୟରେ ଖୁସିଖବର ନେଇ ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ହେବ ଲାଭ

ନୂଆଦିଲ୍ଲୀ,୮।୧୦: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ସକାଳେ ମୁମ୍ବାଇରେ ପହଞ୍ଚିଥିଲେ।…

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଜୋତା ମାଡ଼: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିନ୍ଦା

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟ ପରିସରରେ ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କ ଉପରେ ହୋଇଥିବା ଜୋତା ମାଡ଼ ଘଟଣାର ନିନ୍ଦା କରିଛନ୍ତି। ସୋମବାର ଏକ୍ସରେ ସେ ଲେଖିଛନ୍ତି, “ଏହି ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ କ୍ଷୁବ୍ଧ କରିଛି। ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ।”…

ଟ୍ରମ୍ପଙ୍କୁ ପ୍ରଶଂସାରେ ପୋତିଲେ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୪।୧୦: ଗାଜା ବିବାଦରେ ଏକ ସମ୍ଭାବ୍ୟ ମୋଡ଼ ଆସିଛି। ଶୁକ୍ରବାର ହମାସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବର କିଛି ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଘୋଷଣା କଲା ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବାର ପ୍ରସ୍ତାବ ଦେଲା।…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡଚ କମ୍ପାନୀ ଅଧିକାରୀ, କହିଲେ,‘ୟୁରୋପୀୟ ନେତାମାନଙ୍କୁ ଭେଟିବା କଷ୍ଟକର, କିନ୍ତୁ…’

ଲଣ୍ଡନ,୩।୧୦: ଡଚ ସେମିକଣ୍ଡକ୍ଟର ଜାଏଣ୍ଟ ASML ପାଇଁ ଗ୍ଲୋବାଲ ପବ୍ଲିକ ରିଲେସନ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଫ୍ରାଙ୍କ ହିମକର୍କ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ASMLର CEO ସମ୍ପ୍ରତି ପ୍ରଧାନମନ୍ତ୍ରୀ…

ଭାରତ କାହା ଆଗରେ ନଇଁବ ନାହିଁ: ଆମେରିକାକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଟାର୍ଗେଟ କରିଥିଲେ। ଆମେରିକା ଭାରତ ଏବଂ ଚାଇନାକୁ ରୁଷିଆର ଶକ୍ତି ସମ୍ପର୍କ ସମାପ୍ତ କରିବାକୁ ଚାପ ପକାଇବାକୁ ଚାହୁଁଛି, କିନ୍ତୁ ଏପରି ପଦକ୍ଷେପ ଓଲଟା ପ୍ରଭାବ ପକାଇପାରେ ବୋଲି ପୁଟିନ ଆମେରିକାକୁ ଚେତାବନୀ…

ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ନକ୍‌ଭି: କହୁ କହୁ କହିଦେଲେ…

ଦୁବାଇ,୨୯।୯: ଦୁବାଇରେ ଖେଳାଯାଇଥିବା ଏସିଆ କପର ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି। କିନ୍ତୁ, ମ୍ୟାଚ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ବିବାଦ ଦେଖାଦେଇଥିଲା। ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଏବଂ…

ମେଲୋନିଙ୍କ ଆତ୍ମଜୀବନୀକୁ ନେଇ ‘ମନ୍‌ କି ବାତ୍‌’ରେ ମୋଦି କଲେ ଏମିତି ପ୍ରଶଂସା, କହିଲେ ତାଙ୍କ ସହ ମୋର…

ନୂଆଦିଲ୍ଲୀ,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍‌ ଜର୍ଜିଆ – ମାଇ ରୁଟ୍‌ସ, ମାଇ ପ୍ରିନ୍ସିପଲ୍ସ’ର ମୁଖବନ୍ଧ ଲେଖିଛନ୍ତି। ସେ ପୁସ୍ତକଟିକୁ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ଶୀର୍ଷକ ଦ୍ୱାରା ଅନୁପ୍ରାଣିତ…

ମହିଳାଙ୍କୁ ମୋଦିଙ୍କ ବଡ଼ ଉପହାର, ଖାତାକୁ ଯିବ ୧୦ ହଜାର ଟଙ୍କା

ପାଟନା,୨୬।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜ୍ୟରେ ନିରନ୍ତର ବିକାଶମୂଳକ ପ୍ରକଳ୍ପ ଘୋଷଣା କରୁଛନ୍ତି। ଏହି ସମୟରେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ସେ ଏହି ଯୋଜନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri