ମୋଦି-ଟ୍ରମ୍ପ ମଧ୍ୟରେ ୨୨ ଏପ୍ରିଲରୁ ୧୭ ଜୁନ ମଧ୍ୟରେ କୌଣସି ଫୋନ କଲ୍ ହୋଇନାହିଁ: ଜୟଶଙ୍କର
ନୂଆଦିଲ୍ଲୀ,୨୮।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷ ସମୟରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ବାଣିଜ୍ୟ ସମ୍ପର୍କିତ ବିଷୟ ନଥିଲା। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ…
ମାଳଦ୍ୱୀପର ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୋଦି, ମୁଇଜୁଙ୍କ ସହ ଫଟୋ ଦେଖି ଚାଇନାର…
ମାଲେ/ନୂଆଦିଲ୍ଲୀ,୨୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଆଜି ଅର୍ଥାତ୍ ୨୬ ଜୁଲାଇରେ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ରାଜଧାନୀ ମାଲେରେ ମାଳଦ୍ୱୀପର ୬୦ତମ ସ୍ବାଧୀନତା ଦିବସରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଯାହା ଚୀନ ସମେତ ସମଗ୍ର ବିଶ୍ୱ ପାଇଁ…
ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ମୋଦି: ଆସିଲା ଚମ୍କାଇବା ଭଳି ରିପୋର୍ଟ
ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱ ସମ୍ମୁଖରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ଆମେରିକୀୟ ବ୍ୟବସାୟିକ ଗୋଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ ୨୦୨୫ର ସଦ୍ୟତମ…
ମାଳଦ୍ଵୀପରେ ପ୍ରଧାନମନ୍ତ୍ରୀ ମୋଦି, ଜୋରଦାର ସ୍ୱାଗତ କଲେ ମୁଇଜୁ
ମାଲେ,୨୫।୭: ଦ୍ୱିଦିନିଆ ବ୍ରିଟେନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମାଳଦ୍ଵୀପର ମାଲେରେ ପହଞ୍ଚିଛନ୍ତି। ସେଠାରେ ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କୁ ଗରମଜୋଷ ଆଲିଙ୍ଗନରେ ସ୍ୱାଗତ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ମୁଇଜୁ ସହ ବିଦେଶ ମନ୍ତ୍ରୀ, ପ୍ରତିରକ୍ଷା…
PM Modi Maldives Visit: ମାଳଦ୍ୱୀପରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ବିମାନବନ୍ଦରରେ ପହଞ୍ଚିଲେ ମୁଇଜୁଙ୍କ ପୁରା କ୍ୟାବିନେଟ
ମାଲେ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ଚାରି ଦିନିଆ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଅଛନ୍ତି। ବ୍ରିଟେନରେ ତାଙ୍କର ଦୁଇ ଦିନିଆ ସରକାରୀ ଗସ୍ତ ଶେଷ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଆଜି ମାଳଦ୍ୱୀପ ପହଞ୍ଚିଛନ୍ତି। ଶୁକ୍ରବାର ମାଳଦ୍ୱୀପ ରାଜଧାନୀ…
ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇଲେ ମୋଦି, ଜାଣନ୍ତୁ କେତେ ଆଗରେ ନେହେରୁ…
ନୂଆଦିଲ୍ଲୀ,୨୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଉ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ମୋଦି ସବୁଠାରୁ ଅଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଦ୍ୱିତୀୟ ନେତା ହେବାକୁ ଯାଉଛନ୍ତି। ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ୪ ହଜାର ୭୮…
ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି: ବାର୍ଷିକ ୩୪ ବିଲିୟନ ଡଲାରର ବ୍ୟବସାୟ ବୃଦ୍ଧି ଆଶା
ଲଣ୍ଡନ,୨୪।୭: ଭାରତ ଏବଂ ବ୍ରିଟେନ ଗୁରୁବାର ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୩୪ ବିଲିୟନ ଡଲାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ୨୦୨୦ରେ ବ୍ରିଟେନ ଇଉରୋପୀୟ ସଂଘ ଛାଡ଼ିବା…
ଧନଖରଙ୍କ ଇସ୍ତଫାକୁ ନେଇ ଏମିତି କହିଲେ ମୋଦି, ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଧନଖରଙ୍କ ସୁସ୍ଥତା କାମନା କରୁଛନ୍ତି। ସେ ଅନେକ ଭୂମିକାରେ ଦେଶ ସେବା କରିଛନ୍ତି। ସୋମବାର…
ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ ପ୍ରଧାନମନ୍ତ୍ରୀ…
ମା’ କାଳୀଙ୍କ ନାଁ ନେବାରୁ ମୋଦିଙ୍କ ଉପରେ ବର୍ଷିଲେ ମହୁଆ
ନୂଆଦିଲ୍ଲୀ,୧୯।୭: ପଶ୍ଚିମବଙ୍ଗର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାଳୀଙ୍କ ନାମ ନେବାରୁ ତ୍ରୁଣଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଏହାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବଙ୍ଗାଳୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏପରି ପ୍ରୟାସ…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ
ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି ହଠାତ ହାଇ ସିକ୍ୟୁରିଟି ଜୋନ (ଡି ଏରିଆ) ଭିତରକୁ ପ୍ରବେଶ କରିଥିଲେ। ଘଟଣାସ୍ଥଳରେ ନିୟୋଜିତ…
ବଡ଼ ଅପଡେଟ୍: ଏହିଦିନ ଆସିବ ପିଏମ କିଷାନ ଟଙ୍କା, ଏମାନଙ୍କୁ ମିଳିବନି …
ନୂଆଦିଲ୍ଲୀ,୧୨।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସୁଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ଯୋଜନା)ର ୨୦ତମ କିସ୍ତି ପାଇଁ ଚାଷୀମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ଏବେ ଖବର ଆସିଛି ଯେ…
Archives


