Tag Archives: pm modi

ଚାଇନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କ ଧମକ ପରେ ମୋଦିଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଗାମୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଚାଇନାର ତିଆନଜିନକୁ ଯାତ୍ରା କରିବେ। ୨୦୧୯ ପରେ ଏହା ହେବ ତାଙ୍କର ପ୍ରଥମ ଚାଇନା…

ଏଣିକି ଗୋଟିଏ ଛାତ ତଳୁ ଚାଲିବ ଦେଶର ସରକାର, ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୬ା୮: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ କର୍ତ୍ତବ୍ୟ ଭବନ-୩ ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହାକୁ ଉଦଘାଟନ କରିଛନ୍ତି। ଏହି କୋଠାର ଉଦ୍ଦେଶ୍ୟ ହେଉଛି ଅନେକ ମନ୍ତ୍ରଣାଳୟ ଏବଂ ବିଭାଗକୁ ଗୋଟିଏ ଛାତ ତଳେ ଆଣିବା। ଦିଲ୍ଲୀର ବିଭିନ୍ନ…

ଆମେରିକାକୁ ନେଇ ବଡ଼ ଖୁଲାସା କଲା ଭାରତ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ରୁଷିଆଠାରୁ ୟୁରାନିୟମ ଏବଂ ସାର କିଣୁଛି। ମସ୍କୋ ସହିତ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ ଭାରତ ଏହି…

ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଭାରତ, ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ, ଯେତେବେଳେ ସାରା ବିଶ୍ୱରେ ଶକ୍ତି ସଙ୍କଟ ଘନୀଭୂତ ହେଲା, ଭାରତ ଶସ୍ତା ଏବଂ ସ୍ଥିର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ ରୁଷିଆରୁ ତୈଳ ଆମଦାନୀ ବୃଦ୍ଧି କଲା। ଆମେରିକା ଏବଂ ୟୁରୋପୀୟ ସଂଘ ଏଥିପାଇଁ…

ହଠାତ୍‌ କାହିଁକି ରାଷ୍ଟ୍ରପତିଙ୍କୁ ଭେଟିବାକୁ ପହଞ୍ଚିଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏ ସମ୍ପର୍କରେ ସୂଚନା ରାଷ୍ଟ୍ରପତି ଭବନ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ଦିଆଯାଇଛି। ରାଷ୍ଟ୍ରପତି ଭବନ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦି…

ଡୋନାଲ୍ଡ ଟ୍ରମ୍ପଙ୍କ ଇଚ୍ଛା ପୂରଣ କଲେ ମୋଦି, ଟେନସନରେ ପୁଟିନ୍‌, ଏବେ ହେବ ଅସଲ ଖେଳ!

ଓ୍ବାଶିଂଟନ୍‌,୩।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସମସ୍ତ ଦେଶ ବିରୁଦ୍ଧରେ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଛନ୍ତି। ଟ୍ରମ୍ପ ସରକାର ଆମେରିକୀୟ ଉତ୍ପାଦ ଉପରେ ଟିକସ ହ୍ରାସ କରିବା ପାଇଁ ନିରନ୍ତର ଚାପ ପ୍ରୟୋଗ କରୁଛନ୍ତି। ଏହା ସହିତ, ସେମାନେ…

ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍‌ ମାଡ଼, ଏହି ସବୁ ଜିନିଷର ବଢିଯିବ ଦାମ୍‌! ତାଲିକାରେ ରହିଛି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୭: ବୁଧବାର ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍‌ ଘୋଷଣା କରିବା ସମୟରେ କହିଥିଲେ ଯେ ବନ୍ଧୁ ହେବା ସତ୍ତ୍ୱେ, ଭାରତ ଏବଂ ଆମେରିକା ତୁଳନାତ୍ମକ ଭାବରେ…

ମୋଦିଙ୍କୁ ପ୍ରିୟଙ୍କାଙ୍କ କଡ଼ା ଟାର୍ଗେଟ୍‌: କହିଲେ ସେ ସବୁ ଦେଶ ବୁଲୁଛନ୍ତି, ସାଙ୍ଗସାଥୀ ସୃଷ୍ଟି କରୁଛନ୍ତି, ହେଲେ ଏହାର ପରିଣାମ…

ନୂଆଦିଲ୍ଲୀ,୩୧ା୭: ସଂସଦର ମୌସୁମୀ ଅଧିବେଶନ ଚାଲିଛି। ଏପରି ପରିସ୍ଥିତିରେ ବିରୋଧୀ ଦଳ ସମସ୍ତ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସବୁଠାରୁ ଚର୍ଚ୍ଚିତ ହେଉଛି ଭାରତ-ପାକିସ୍ତାନ ଯୁଦ୍ଧବିରତି ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ। କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ…

ସଂସଦରେ ମହିଳା ଏମ୍‌ପିଙ୍କ କଥା ଶୁଣି ରାଗରେ ଲାଲ ପଡ଼ିଗଲେ ପ୍ରଧାନମନ୍ତ୍ରୀ ମୋଦି: ଶୁଣାଇଦେଲେ ଭିତିରି କଥା

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଅପରେଶନ ସିନ୍ଦୂର ଉପରେ ଭାଷଣ ଦେବା ସମୟରେ କଂଗ୍ରେସକୁ କୋଣଠେସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସର ଯୁବ ଏମପ ପ୍ରଣୀତି ଶିନ୍ଦେଙ୍କ ଉପରେ ରାଗିଯାଇଛନ୍ତି। ପ୍ରଣୀତିଙ୍କ ମନ୍ତବ୍ୟକୁ ବାହାନା କରି ଦଳର ହାଇକମାଣ୍ଡଙ୍କୁ…

୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… 

ନୂଆଦିଲ୍ଲୀ,୨୯।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ  ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି,…

ଏସବୁ ଘଟଣାକ୍ରମ ପରେ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ସରିପାରିଲେନି ସରକାର

ନୂଆଦିଲ୍ଲୀ,୨୯।୭: ସଂସଦରେ ଦିନର କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ, ଅର୍ଥାତ୍ ସନ୍ଧ୍ୟା ୫ଟା ପୂର୍ବରୁ, କେନ୍ଦ୍ର ସରକାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଦୃଢ଼ପ୍ରତିଜ୍ଞ ଥିଲେ। ଠିକ୍‌ ୪:୫୦ରେ, ଏକ ସିଲ୍‌ ଲଫାଫା ରାଜ୍ୟସଭା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri