ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି: ଦେଶବାସୀଙ୍କୁ କରୁଛନ୍ତି ସମ୍ବୋଧନ
ନୂଆଦିଲ୍ଲୀ,୧୫।୮: ଦେଶ ଆଜି ୧୫ ଅଗଷ୍ଟ ୨୦୨୫ରେ ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗ ଉଡ଼ାଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତାର ଉତ୍ସବକୁ ଦୃଷ୍ଟିରେ…
‘ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦେବାକୁ ୨ଥର ପ୍ରସ୍ତାବ ଦିଅନ୍ତୁ ମୋଦି’, କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ NSA? ଜାଣନ୍ତୁ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ବା NSA ଜନ ବୋଲ୍ଟନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଦ୍ୱିପାକ୍ଷିକ…
ପ୍ରଥମ ଥର ଟ୍ରମ୍ପଙ୍କ ଟାରିଫ୍ ଉପରେ କଡ଼ା ଜବାବ ଦେଲେ ମୋଦି, ଭୟରେ ଆମେରିକା
ନୂଆଦିଲ୍ଲୀ,୧୩।୮: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବା ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ବାର୍ଥ ସହିତ କୌଣସି ସାଲିସ କରିବ…
ଏହି ଅସଲ କାରଣ ପାଇଁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପଙ୍କୁ କରିବେ ସାକ୍ଷାତ
ଓ୍ବାଶିଂଟନ,୧୩।୮: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍ ନେଇ ବିବାଦ ରହିଛି। ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଆଲୋଚନା ଚାଲିଛି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଆମେରିକା ଗସ୍ତ ବିଷୟରେ ବଡ଼ ସୂଚନା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା…
ଭାରତକୁ ଗାତରେ ପକାଇବାକୁ ଭାବିଥିଲା ପାକିସ୍ତାନ, ଶେଷରେ ନିଜେ ପଡ଼ିଲା, ଜାଣନ୍ତୁ କିପରି
ଇସଲାମାବାଦ,୧୧।୮: ଭାରତୀୟ ବିମାନ ସେବା ପାଇଁ ଆକାଶ ମାର୍ଗ ବନ୍ଦ କରିବା ପାଇଁ ପାକିସ୍ତାନର ବିମାନବନ୍ଦର କର୍ତ୍ତୃପକ୍ଷ ଭାରୀ ମୂଲ୍ୟ ଦେଉଛି। ମାତ୍ର ଦୁଇ ମାସ ମଧ୍ୟରେ ପାକିସ୍ତାନକୁ ୪.୧ ବିଲିୟନ ଟଙ୍କା (୧୨୭ କୋଟି ଭାରତୀୟ ଟଙ୍କା) କ୍ଷତି ସହିବାକୁ…
ପୁଟିନଙ୍କ ସହ ସାକ୍ଷାତ କରିବା ପୂର୍ବରୁ ମୋଦିଙ୍କ ସହ କ’ଣ କଥା ହେଲେ ଜେଲେନ୍ସକି, ଏକ୍ସରେ ଦେଲେ ସୂଚନା
ନୂଆଦିଲ୍ଲୀ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ପୂର୍ବରୁ ସୋମବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ହୋଇଥିଲା।…
‘ତୁମର ସମୟ ଆସିବ’: କରାଚୀ ଆକ୍ରମଣ ଅଟକାଇବା ପଛରେ ଏପରି ଥିଲା ମୋଦିଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ,୧୦।୮: ମେ ୧୦ ସକାଳେ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପ ସମୀକ୍ଷା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂଙ୍କୁ ସେମାନଙ୍କ ଭୂମିକା…
ଭାରତ ଶୀର୍ଷ ଅର୍ଥନୀତି ଆଡ଼େ ଦୌଡ଼ୁଛି: ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ ଟିପ୍ପଣୀରେ ମୋଦିଙ୍କ କଟାକ୍ଷ
ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତ ଏକ ମୃତ ଅର୍ଥନୀତି’ ମନ୍ତବ୍ୟକୁ କଟାକ୍ଷ କରି କହିଛନ୍ତି ଯେ ଭାରତ ବିଶ୍ୱର ଶୀର୍ଷ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ଆଡ଼େ ଦ୍ରୁତ ଗତିରେ ଅଗ୍ରସର…
କୁନି କୁନି ପିଲାଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୋଦି
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ବାସଭବନରେ ରକ୍ଷା ବନ୍ଧନ ପାଳନ କରିଥିଲେ। ସ୍କୁଲ ପିଲାମାନେ ଏବଂ ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମା କୁମାରୀଙ୍କ ସଦସ୍ୟମାନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପାରମ୍ପରିକ…
୫୦% ଟାରିଫ ଲାଗିବା ପରେ ଏକାଠି ହେଲେ ଭାରତ-ବ୍ରାଜିଲ: ଟ୍ରମ୍ପଙ୍କ ମୁକାବିଲା ପାଇଁ ହେବ ବଡ ଯୋଜନା
ନୂଆଦିଲ୍ଲୀ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଓ ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଯିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଫୋନରେ ଆଲୋଚନା କରିଛନ୍ତି।…
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ ଖର୍ଚ୍ଚ ହୁଏ ଏତେ କୋଟି, ଜାଣିଲେ ଉଡିଜିବ ହୋସ୍
ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ଉପରେ ବିରୋଧୀ ଦଳଗୁଡ଼ିକ ପ୍ରତ୍ୟେକ ଥର ପ୍ରଶ୍ନ ଉଠାଇଥାନ୍ତି। ବିରୋଧୀ ଦଳ ମଧ୍ୟ ପ୍ରତ୍ୟେକ ଥର ତାଙ୍କ ବିଦେଶ ଗସ୍ତର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀ…
କେନ୍ଦ୍ର ମନ୍ତ୍ରୀଙ୍କ ଭଡ଼ା ପାଇଁ ଖର୍ଚ୍ଚ ହୋଇଛି ୧୫୦୦ କୋଟି: ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ ପଥ ଭବନରେ ବଡ଼ ବୟାନ
ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟ ପଥ ଭବନରେ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମାନଙ୍କ ଭଡ଼ା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ଏହା ଆଗକୁ ଜାରି ରହିବ ନାହିଁ। ଏହି ଘୋଷଣା…
Archives


