ସ୍ବାଧୀନତା ଦିବସରେ ମୋଦିଙ୍କ RSS ପ୍ରଶଂସା: କଂଗ୍ରେସର କହିଲା-‘ନିଜ ଅବସରକୁ ଅଟକାଇବାର ପ୍ରୟାସ’ ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ମିନିଟରୁ ଅଧିକ ସମୟର ଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ୧୦୦ ବର୍ଷର ଯାତ୍ରାକୁ “ଗୌରବମୟ” ଓ “ବିଶ୍ୱର ସର୍ବବୃହତ NGO” ଭାବେ ପ୍ରଶଂସା କରିଥିଲେ। ମୋଦି...