ପୁଟିନଙ୍କ ସାଙ୍ଗରେ ଫୋନରେ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା, ଏବେ ହେବ… ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ମାଧ୍ୟମରେ ଏକ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଉଭୟ ନେତା ଭାରତ ଓ ରୁଷିଆ ମଧ୍ୟରେ ଥିବା ବିଶେଷ ଓ ସୌଭାଗ୍ୟପୂର୍ଣ୍ଣ ରଣନୀତିକ...