ଓଡ଼ିଶାରୁ ମୋଦିଙ୍କ ସିଧା ଟାର୍ଗେଟ, ରାହୁଲଙ୍କୁ କରିଦେଲେ ଚ୍ୟାଲେଞ୍ଜ! ଭୁବନେଶ୍ୱର, ୨୭।୯: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଭେଟି ଦେଇଛନ୍ତି। ତେବେ ଝାରସୁଗୁଡାରୁ କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି…