ମୋଦି ଯିବା ପୂର୍ବରୁ ସତର୍କ ହୋଇଗଲେ କାନାଡା ପ୍ରଧାନମନ୍ତ୍ରୀ: ନେଲେ ବଡ଼ ନିଷ୍ପତ୍ତି ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ କାନାଡା ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପୂର୍ବରୁ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସରକାର ଖଲିସ୍ତାନମାନଙ୍କ ବିରୋଧରେ ଏକ ଅଭିଯାନ ଚଳାଇଛନ୍ତି। ଭାରତ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ...