ବିମାନର ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀ ପହଞ୍ଚିଲା ୧୩ ବର୍ଷୀୟ ଆଫଗାନ ବାଳକ ନୂଆଦିଲ୍ଲୀ,୨୨।୯: ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ କୌତୁହଳବଶତଃ କାବୁଲରୁ ଦିଲ୍ଲୀ ଅଭିମୁଖେ ଉଡୁଥିବା କାମ ଏୟାରଲାଇନ୍ସର ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ଭାରତ ପହଞ୍ଚିଛନ୍ତି। ଏହି ଘଟଣା ରବିବାର ସକାଳ ୧୧ଟା ସମୟରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ…