ମଝି ଆକାଶରେ ମାଛ ଭଳି ପହଁରିଲା ବିମାନ, ୨୫ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି, କ୍ରୁ ମେମ୍ବରଙ୍କ… ଓ୍ବାଶିଂଟନ,୩୧।୭: ଆମେରିକାର ସଲ୍ଟ ଲେକ ସିଟିରୁ ଆମଷ୍ଟରଡାମ ଯାଉଥିବା ଏକ ବିମାନ ଗୁରୁତର ଟର୍ବୁଲେନ୍ସରେ ଫସି ଯାଇଥିଲା। ଏହି ବିମାନରେ ଥିବା ୨୫ ଜଣ ଯାତ୍ରୀ ଆହତ ହେବା ଘଟଣାରୁ ଟର୍ବୁଲେନ୍ସର ଅସୁବିଧାକୁ ସହଜରେ ଅନୁମାନ କରାଯାଇପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ…