ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇଟି ଟ୍ରଙ୍କରେ ୩୦ ହଜାରର ଚାର୍ଜଶିଟ ଦାଖଲ ବ୍ରହ୍ମପୁର,୪/୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜଶିଟ ଦାଖଲ କଲା ପୋଲିସ । ଦୁଇଟି ଟ୍ରଙ୍କରେ ଏହି ଚାର୍ଜଶିଟ ରହିଛି। ପ୍ରାୟ ୩୦ହଜାର ପୃଷ୍ଠାର ଚାର୍ଜଶିଟ ବୋଲି ଶୁଣିବାକୁ ମିଳିଛି ।...