ଚାଇନା-ପାକିସ୍ତାନର ଉଡିବ ହୋସ୍, ଭାରତ ନିର୍ମାଣ କରୁଛି ଏମିତି ରକେଟ ଧରି ପାରିବନି କୌଣସି ଏୟାର ଡିଫେନ୍ସ ସିଷ୍ଟମ! ନୂଆଦିଲ୍ଲୀ,୧୦।୭: ଭାରତ ନିରନ୍ତର ତାର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଲାଗିପଡିଛିି। ଏବେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ତାର ପରବର୍ତ୍ତୀ ପିଢ଼ିର ଗାଇଡେଡ ରକେଟ ସିଷ୍ଟମ Pinaka IV ବିକଶିତ କରୁଛି। DRDO ୩୦୦ କିଲୋମିଟର ପର୍ଯ୍ୟନ୍ତ…