୫୦ ଜଣ ଆଦିବାସୀ ଛାତ୍ରଙ୍କୁ ପାଇଲଟ୍ ତାଲିମ ପ୍ରଦାନ କରିବେ ଓଡ଼ିଶା ସରକାର ଭୂବନେଶ୍ୱର,୨ା୩: ଓଡିଶା ସରକାର ୫୦ ଜଣ ଆଦିବାସୀ ଛାତ୍ର, ଅଧିକାଂଶ ମହିଳାଙ୍କୁ ପ୍ରାରମ୍ଭିକ ପାଇଲଟ୍ ତାଲିମ ପ୍ରଦାନ କରିବେ। ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ସମ୍ପ୍ରତି ତାଲିମ ପ୍ରଦାନ କରିବା ପାଇଁ ଏକ ବୃତ୍ତିଗତ ସଂସ୍ଥା ନିଯୁକ୍ତି...