Tejas Fighter Jet Crash: କ୍ରାସ ହେବା ପୂର୍ବରୁ ଇଜେକ୍ଟ ହେବାକୁ ଚେଷ୍ଟା କରୁଥିଲେ ପାଇଲଟ! ସାମ୍ନାକୁ ଆସିଲା ଆଉ ଏକ ନୂଆ ଭିଡ଼ିଓ ଦୁବଇ,୨୨।୧୧: ଦୁବାଇରେ ଏକ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ତେଜସ ଲଢୁଆ ବିମାନର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ତେଜସ ପାଇଲଟ ନାମନାଶ ସିଆଲ ସ୍ପଷ୍ଟ ଭାବରେ ବାହାରକୁ ବାହାରିବାକୁ ଚେଷ୍ଟା...