ତେଜସ ଫାଇଟର ଜେଟ କ୍ରାସରେ ପାଇଲଟଙ୍କ ମୃତ୍ୟୁ, ପ୍ରଥମ ପ୍ରତିକ୍ରିୟା ରଖିଲା ପାକିସ୍ତାନ ଇସଲାମାବାଦ,୨୨।୧୧: ଦୁବାଇ ଏୟାର ଶୋ’ର ଶେଷ ଦିନରେ, ଭାରତର ସ୍ବଦେଶୀ ତେଜସ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ପାକିସ୍ତାନ ଏବେ ଏହି ଦୁର୍ଘଟଣା ଉପରେ ଏକ ବିବୃତ୍ତି ଜାରି କରିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ...