ଫିଜିକ୍ସଓ୍ଵାଲା ୩,୮୨୦ କୋଟି ଟଙ୍କାର IPO ପାଇଁ ଆବେଦନ କଲା ମୁମ୍ବାଇ,୭ା୯: ଭାରତୀୟ ଏଡଟେକ୍ ପ୍ଲାଟଫର୍ମ ଫିଜିକ୍ସଓ୍ଵାଲା ୩,୮୨୦ କୋଟି ଟଙ୍କା ($୪୩୭ ନିୟୁତ) ମୂଲ୍ୟର ଆଇପିଓ ପାଇଁ ଡ୍ରାଫ୍ଟ ପେପର ଦାଖଲ କରିଛି। ଏଡଟେକ୍ କ୍ଷେତ୍ରରେ ମାନ୍ଦାବସ୍ଥା ସତ୍ତ୍ଵେ ନୂଆ ଲିଷ୍ଟିଂ ବଜାର ଗତି ପାଇଛି। ଓ୍ଵେଷ୍ଟବ୍ରିଜ ଓ ହର୍ନବିଲ କ୍ୟାପିଟାଲ…