ପାକିସ୍ତାନର ନୂଆ ଡ୍ରାମା, ଏସିଆ କପ-ବିଶ୍ୱକପ ପାଇଁ ହକି ଦଳ ଭାରତ ପଠାଇବା ପୂର୍ବରୁ କରିବ ସୁରକ୍ଷା ସମୀକ୍ଷା ଇସଲାମାବାଦ/ନୂଆଦିଲ୍ଲୀ,୧୧।୭: ଏସିଆ କପ ହକି ପୂର୍ବରୁ ପାକିସ୍ତାନ ଏକ ନଆନାଟକ ଆରମ୍ଭ କରିଛି। ପାକିସ୍ତାନ କହିଛି ଯେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଏସିଆ କପ ଏବଂ ଜୁନିଅର ବିଶ୍ୱକପ ପାଇଁ ଭାରତକୁ ଏହାର ଜାତୀୟ ହକି ଦଳ ପଠାଇବା…