ଜଳଯୋଗାଣ ବନ୍ଦ, ପିଏଚ୍ଡି ଅଫିସ ଘେରାଉ କଲେ ସହରବାସୀ କେସିଙ୍ଗା,୧୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ତ୍ରିମୂର୍ତ୍ତି ଛକ ନିକଟରେ ଜାତୀୟ ରାଜପଥ ମଧ୍ୟ ଭାଗରେ ମୁଖ୍ୟ ପାଇପ୍ ଲାଇନ ଶନିବାରଠାରୁ ଫାଟି ଯିବାରୁ ସହରକୁ ପାନୀୟ ଯୋଗାଣରେ ବିଳମ୍ବ ହେତୁ ପଡ଼ାବାସୀ ସ୍ଥାନୀୟ ପି.ଏଚ୍.ଡ଼ି.ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ...