ଭାରତର ଔଷଧ ଉଦ୍ୟୋଗକୁ ବଡ଼ ଝଟକା, ୧୦୦% ଟାରିଫ୍ ଲଗାଇଲେ ଟ୍ରମ୍ପ ନୂଆଦିଲ୍ଲୀ,୨୬।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟେଡ୍ ଔଷଧର ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହା ୨୦୨୫ ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ। ଅମେରିକା ସହ ବ୍ୟବସାୟରେ ଅତ୍ୟନ୍ତ...