କୋହଳ ହେବ ଅବସର ପୂର୍ବରୁ ଇପିଏଫଓ ଟଙ୍କା ଉଠାଣ ନିୟମ: ରିପୋର୍ଟ
ନୂଆଦିଲ୍ଲୀ,୨୩।୯: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନିୟମରେ ପରିବର୍ତ୍ତନ ଆଣି ସଦସ୍ୟମାନଙ୍କୁ ସେମାନଙ୍କର ସଞ୍ଚୟକୁ ଅଧିକ ସ୍ବାଧୀନତାର ସହ ବ୍ୟବହାର କରିବାର ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଗୃହ ନିର୍ମାଣ, ବିବାହ ଏବଂ ଶିକ୍ଷା…


