PF ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏଭଳି ସହଜ ଉପାୟ, ମୋବାଇଲରେ ହିଁ… ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଚାକିରି କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ଆପଣଙ୍କ ପିଏଫ ଆକାଉଣ୍ଟରେ ଜମା ହେଉଥିବା ପିଏଫ ବିଷୟରେ ଅବଗତ ରହିବା ଆବଶ୍ୟକ। ପ୍ରାୟତଃ ଲୋକମାନେ ସେମାନଙ୍କ ପିଏଫ୍ ବାଲାନ୍ସ ବିଷୟରେ ସୂଚନା ପାଇବା ପାଇଁ ଅଫିସ କିମ୍ବା…