ଏବେ କେବଳ Hello ପଠାଇବା ମାତ୍ରେ ମିଳିଯିବ PF ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ ପିଏଫ ଆକାଉଣ୍ଟଧାରୀମାନଙ୍କୁ ନିଜ ଆକାଉଣ୍ଟ ବିଷୟରେ ଜାଣିବା ପାଇଁ ୱେବସାଇଟ ଲଗ୍-ଇନ୍ କରିବାକୁ…