ରାଜ୍ୟରେ ସରିଯିବ ତେଲ! ପେଟ୍ରୋଲ ଡିଲ୍ର ସଂଘର ସାଂଘାତିକ ବୟାନ
ଭୁବନେଶ୍ୱର, ୧୦।୭: ରାଜ୍ୟରେ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଙ୍ଘର ଅର୍ନିଦ୍ଦିଷ୍ଟକାଳୀନ ଧର୍ମଘଟ ଯୋଗୁଁ ପେଟ୍ରୋଲ ଓ ଡିଜେଲ ସଙ୍କଟର ଆଶଙ୍କା ଦେଖାଯାଇଛି। ତେବେ, ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏକ ବିବୃତିରେ ସୂଚନା ଦେଇଛନ୍ତି ଯେ,...


