କ୍ୟାଣ୍ଡିଠୁ ବି ଶସ୍ତା ପେଟ୍ରୋଲ! ମାତ୍ର ୧ ଟଙ୍କାରେ ମିଳିବ ୧ ଲିଟର ନୂଆଦିଲ୍ଲୀ,୬ା୧: ବର୍ତ୍ତମାନ ଅନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଦେଖାଦେଇଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକୀୟ ସାମରିକ ଅଭିଯାନର ଅଂଶ ଭାବରେ ଅଟକ ରଖାଯାଇଛି। ଏହି ଖବର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଭେନେଜୁଏଲାର...