ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା ଭୁବନେଶ୍ୱର,୨୪ା୭: ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ସରକାରର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ହୋଇଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ...