ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ପାଇବାକୁ ଅପେକ୍ଷା କରିଛନ୍ତି: ମନ୍ତ୍ରୀ ଭୁବନେଶ୍ୱର,୨୧ା୩: ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ଲାଭ ପାଇବାକୁ ଅପେକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା...