ଚାମ୍ପିୟନ୍ ହେବାପରେ ସ୍ତ୍ରୀଙ୍କ ପାଇଁ ଏମିତି କଥା କହିଦେଲେ ବିରାଟ କୋହଲି: ଜୋରଧରିଲା ଚର୍ଚ୍ଚା ନୂଆଦିଲ୍ଲୀ,୪।୬:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗସକୁ ପରାସ୍ତ କରି IPL 2025 ଟ୍ରଫି ଜିତି ଇତିହାସ ସୃଷ୍ଟି କରିଥିଲା। ବିରାଟ କୋହଲିଙ୍କ ଦଳର ବିଜୟରେ ଅନୁଷ୍କା ଶର୍ମା ଖୁସିରେ ନାଚିଥିବାର ଦେଖାଯାଇଥିଲା। କୋହଲି ମ୍ୟାଚ ପରେ ତାଙ୍କ ସ୍ତ୍ରୀ ଏବଂ…