ଅଲଗା ହେବେ ଅରମାନଙ୍କ ଦୁଇ ସ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କରି କହିଲେ ଏମିତି… ମୁମ୍ବାଇ: ବିଗ ବସ୍ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି...