DC ଗୁଳିକାଣ୍ଡ ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଦେଶରୁ ବାହାର କରିବାକୁ ପ୍ରତିଜ୍ଞା ୱାଶିଂଟନ୍,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନ ନାଗରିକ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାର କିଛି ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଏକ ବଡ଼ ଘୋଷଣା କରିଛନ୍ତି।...