ମୋଦିଙ୍କ ପାଦ ଛୁଇଁଲେ ନୀତୀଶ, ଶପଥ ଗ୍ରହଣ ପରେ ଛାଡିବାକୁ ଗଲେ ଏୟାରପୋର୍ଟ ପାଟନା,୨୦।୧୧: ଗୁରୁବାର (୨୦ ନଭେମ୍ବର, ୨୦୨୫) ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଦଶମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଭାଜପାର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ...