ମେଡିକାଲରୁ ରୋଗୀ ନିଖୋଜ, ସାଂଘାତିକ ଅଭିଯୋଗ ଆଣି ପରିବାର ଲୋକେ କହିଲେ… ବଲାଙ୍ଗୀର,୩ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସର୍ଜରୀ ଓ୍ବାର୍ଡରୁ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗୁରୁବାର ରାତି ୧୧ଟାରୁ ରୋଗୀ…