BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’ ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍ର ପ୍ରଥମ ‘ପଥ ଉତ୍ସବ’ ହେବ ବୋଲି BMC ପକ୍ଷରୁ କୁହାଯାଇଛି। ଉତ୍ସବ ଜନପଥର ମାଷ୍ଟରକ୍ୟାଣ୍ଟିନ ଏବଂ ରାମ...