ମଝି ଆକାଶରେ ହେଲିକପ୍ଟରରେ ଲାଗିଲା ନିଆଁ, ଜଳିଗଲେ ସମସ୍ତ ଯାତ୍ରୀ ଓ୍ବାଶିଂଟନ,୭ା୯: ଆମେରିକାର ମିନେସୋଟାର ଟ୍ବିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ R-66। ଏହା...