ଉଡ଼ାଣ ଆରମ୍ଭ ପୂର୍ବରୁ ଘଟିଲା ଏମିତି, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ ନୂଆଦିଲ୍ଲୀ,୨୩ା୮: ବିମାନ ଉଡ଼ାଣ ପୂର୍ବରୁ ହଠାତ୍ ଦିଲ୍ଲୀରୁ ଅମୃତସର ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ପାଇଲଟ୍ ଅଟକାଇ ଦେଇଥିଲେ। ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନକୁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ କାହିଁକି ଅଟକାଇବାକୁ ପଡ଼ିଲା ତାହା ଏୟାରଲାଇନ୍ସ ଏପର୍ଯ୍ୟନ୍ତ...