NDA ସଂସଦୀୟ ଦଳ ବୈଠକରେ ଅପରେଶନ ସିନ୍ଦୂରକୁ ନେଇ ମୋଦିଙ୍କୁ କରାଗଲା ସମ୍ମାନୀତ, ପହଲଗାମ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ,୫।୮: ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି। ମଙ୍ଗଳବାର ଅଧିବେଶନର ୧୨ତମ ଦିନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏପର୍ଯ୍ୟନ୍ତ ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେଶନ ସିନ୍ଦୂର ଉପରେ ଦୁଇ ଦିନ...