୨୨ ମିନିଟ ମଧ୍ୟରେ ସବୁକିଛି ହୋଇଗଲା ଧୂଳିସାତ୍: ମୌସୁମୀ ଅଧିବେଶନ ପୂର୍ବରୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଳ୍ଲୀ,୨୧।୭: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ସଂସଦ ଅଧିବେଶନରେ ବିରୋଧୀ ଦଳ ଅନେକ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ହେବାର ଆଶା କରାଯାଉଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ପରିସରରେ କହିଥିଲେ, ମୌସୁମୀ...