ଗୋଟିଏ ଦିନରେ ଦୁଇ ଦୁଇ ଥର ଅଘଟଣ: ପାରଳାଖେମୁଣ୍ଡି ଷ୍ଟେଶନରେ ଆଉଜଣେ ଯୁବକ ମୃତ ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ଟ୍ରେନଲାଇନରେ ପଡି ପୁଣି ଆଉଜଣେ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଜଣକ ଜେ. ବାଳକୃଷ୍ଣ । ସେ ଆନ୍ଧ୍ରପ୍ରଦେଶର ପୁରୁଣାପାଟଣା ମଣ୍ଡଳ ବାଘାନ୍ତରା ଗ୍ରାମର ବୋଲି ଜଣାପଡିଛି । ପାରଳାଖେମୁଣ୍ଡି ନିକଟସ୍ତ ଗୋପାଳପୁରମ...