Paracetamol ଯୋଗୁ ବଢୁଛି Autismର ଆଶଙ୍କା, ଟ୍ରମ୍ପଙ୍କ ଏଭଳି ଦାବି ନେଇ କ’ଣ କହିଲେ WHO ଏକ୍ସପର୍ଟ? ନୂଆଦିଲ୍ଲୀ,୨୩।୯: ବିଶ୍ୱର ସବୁଠାରୁ ଲୋକପ୍ରିୟ ଔଷଧ ମଧ୍ୟରୁ ଗୋଟିଏ ପାରାସିଟାମଲ୍ ନିକଟରେ ଏକ ବଡ଼ ବିବାଦରେ ଫସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭବତୀ ମହିଳାମାନେ ଟାଇଲେନଲ୍(ପାରାସିଟାମଲର ବ୍ରାଣ୍ଡ ନାମ, ଯାହା ଆମେରିକାରେ ଏହି ନାମରେ...