Tag Archives: paper leak

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାକୁ ବାତିଲ କରିବା ସହ ଘଟଣାର ଆଇନଗତ ତଦନ୍ତ ପାଇଁ ପଦକ୍ଷେପ…

ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି ପ୍ରିଣ୍ଟିଂ ପ୍ରେସ୍‌ରୁ ଲିକ୍‌ ହୋଇନଥିଲା, ବରଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପାଇଁ…

ମୋଦିଙ୍କ ମଧ୍ୟରାତ୍ରି ଭିଡିଓକୁ ନେଇ CJPର କଟାକ୍ଷ! ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲା ଏହି କଥା

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ଏକ ବିବୃତ୍ତି ଜାରି କରିଛି । NEET ପେପର୍ ଲିକ୍ ବିରୋଧରେ କଠୋର ବ୍ୟବସ୍ଥା ସମ୍ବଳିତ ଏକ ବିଲ୍ ସଂସଦରେ ଆଗତ କରାଯିବ। ତେବେ ସିଜେପିର ଯୁକ୍ତି…

ରେଲ୍‌ୱେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୪ ଲକ୍ଷରେ ବିକ୍ରି ନେଇ ସିବିଆଇର ଖୋଳତାଡ଼

ଲକ୍ଷ୍ନୌ, ୦୯।୦୮: ଗୋଟିଏ ପଟେ ଯୋଗୀ ସରକାର ପ୍ରଶ୍ନପତ୍ର ଲିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତି କରୁଛନ୍ତି ତ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କମିବାର ନାଁ ନେଉନି । ଅଧିକାରୀଙ୍କ…

NEET ପେପର ଲିକ୍ ପଛରେ ଏହି ଗ୍ୟାଙ୍ଗର ହାତ; ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୨୨।୬: ନିଟ୍-ୟୁଜି ୨୦୨୪ ପରୀକ୍ଷା ପେପର ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି। ସମଗ୍ର ଦେଶରେ ଏହି ପ୍ରସଙ୍ଗରେ ଜୋରଦାର ବିରୋଧ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଧାରା ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?