ଶୀତଦିନେ ଅମୃତଭଣ୍ଡା ଖାଇବା ଉଚିତ ନା ନୁହେଁ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ…. ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ କରେ ଏବଂ ଓଜନ ପରିଚାଳନାରେ ମଧ୍ୟ ଲାଭଦାୟକ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, …