ଦକ୍ଷିଣ ଆଫ୍ରିକା ବିପକ୍ଷ ODI ପୂର୍ବରୁ ଧୋନିଙ୍କ ଘରେ କୋହଲି, ପନ୍ତ ନୂଆଦିଲ୍ଲୀ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ (ODI) ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ସ୍କ୍ୱାଡ୍ ରାଞ୍ଚିରେ ଏକାଠି ହେବା ପରେ, ଅନେକ ଭାରତୀୟ କ୍ରିକେଟରଙ୍କୁ MS ଧୋନିଙ୍କ ବାସଭବନକୁ ଯାଉଥିବାର ଦେଖିବାକୁ ମିଳିଛି। ଯେତେବେଳେ ବି ଟିମ୍ ଇଣ୍ଡିଆ...