ଯାଜପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକ-ଯୁବତୀ, ଗଳାକାଟି ହତ୍ୟା… ଭୁବନେଶ୍ୱର,୯ା୭: ଯାଜପୁର ଜିଲାର ପାଣିକୋଇଲି ଥାନା ଅଞ୍ଚଳର ମାଳହାଟ ନିକଟରୁ ଜଣେ ଯୁବକ ଓ ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଅଜଣା ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଏହି ଯୁବକ ଓ ଯୁବତୀଙ୍କ ଗଳାକାଟି ହତ୍ୟା...