Panic

ଆତଙ୍କ ଖେଳାଉଛି ସମୁଦ୍ର ରାକ୍ଷସ: କୋଇଲା ପରି କଳା, ରହିଛି ବଡ଼ବଡ଼ ଦାନ୍ତ

ଆମେରିକୀୟ ସମୁଦ୍ର କୂଳରେ ଏକ ଏଲିଅନ୍‌ ପରି ସମୁଦ୍ର ରାକ୍ଷସ ଭାସୁଥିବା ଦେଖିବାକୁ ମିଳିଛି। ଯାହା ପଶୁମାନଙ୍କୁ ସହଜରେ ଗିଳିପାରିବ। ଏହି ଜୀବକୁ ଫୁଟବଲ ମାଛ କୁହାଯାଉଛି।…

2 years ago